Home Health ଅକ୍ସିଜେନ୍‌ କମ ରହିଲେ ଜାଣିବେ କେମିତି? ବିଶେଷଜ୍ଞ ଦେଲେ ଟିପ୍ସ

ଅକ୍ସିଜେନ୍‌ କମ ରହିଲେ ଜାଣିବେ କେମିତି? ବିଶେଷଜ୍ଞ ଦେଲେ ଟିପ୍ସ

118
0

ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର

ଭୁବନେଶ୍ୱର: କରୋନାକୁ ନେଇ ବଡ଼ ସୂଚନା ଦେଲେ ଡାକ୍ତର। କହିଲେ, ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର। କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପର୍କରେ ବଡ଼ ସୂଚନା ଦେଲେ ବିଶେଷଜ୍ଞ । ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନଥାଏ ବୋଲି କହିଲେ ଡାକ୍ତର। ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ଦେଲେ ପରାମର୍ଶ। କହିଲେ, ଅକ୍ସିଜେନ ମାତ୍ରା ୯୪ରୁ ତଳକୁ ଖସିଲେ ଡାକ୍ତର ପରାମର୍ଶ ଜରୁରୀ ରହିଛି। ତେବେ କିଛି ବ୍ୟାୟମ ଦ୍ୱାରା ଅକ୍ସିଜେନ ମାତ୍ରା ପୁଣି ବଢ଼େଇ ଦେଇ ହେବ।