Home Covid ଟୁ-ଡିଜି ଔଷଧ ପାଉଡରକୁ ପିଇଲେ କରୋନାରୁ ମିଳିବ ଉପଶମ

ଟୁ-ଡିଜି ଔଷଧ ପାଉଡରକୁ ପିଇଲେ କରୋନାରୁ ମିଳିବ ଉପଶମ

94
0

ନୂଆଦିଲ୍ଲୀ: କରୋନାର ମହାପ୍ରଳୟ ଭିତରେ ଦେଶବାସୀଙ୍କୁ ଆଶ୍ୱସ୍ତି। ବଦଳିଲା କରୋନା ରୋଗୀଙ୍କ ପାଇଁ ମେଡିକାଲ ଆଡମିଶନ୍ ନୀତି। ଏଣିକି ରୋଗୀଙ୍କ ମେଡିକାଲ ପ୍ରବେଶ ପାଇଁ ଆଉ ଜରୁରୀ ନୁହେଁ। କୋଭିଡ୍ ପଜିଟିଭ ରିପୋର୍ଟ କରୋନାର ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମଣ ହାର ହୁ ହୁ ହୋଇ ବଢୁଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପୁରୁଣା କୋଭିଡ଼ ନୀତିରେ ଆଣିଛନ୍ତି ଏଭଳି ବଡ଼ ପରିବର୍ତ୍ତନ। ଏହି ନିୟମ ଅନୁସାରେ ଏଣିକି କୌଣସି ରୋଗୀଙ୍କୁ ହସ୍ପିଟାଲରୁ ଚିକିତ୍ସା ବିନା ଫେରାଇ ଦିଆଯାଇପାରିବନି।