Home Awareness ଠିକ୍ ସମୟରେ ଯଦି ଦ୍ଵିତୀୟ ଡୋଜ୍ ଟିକା ନେଇ ନାହାନ୍ତି ତେବେ କ’ଣ କରିବେ?

ଠିକ୍ ସମୟରେ ଯଦି ଦ୍ଵିତୀୟ ଡୋଜ୍ ଟିକା ନେଇ ନାହାନ୍ତି ତେବେ କ’ଣ କରିବେ?

426
0

କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅନେକ ସମସ୍ୟା ଓ ଆହ୍ଵାନ ଆଣି ଠିଆ କରିଛି। ଏହା ଦ୍ଵାରା ଲୋକମାନଙ୍କୁ ଠିକ୍ ଚିକିତ୍ସା ଯୋଗାଇବା ପାଇଁ ଚାପ ପଡିବା ସହିତ ଯଥା ଶୀଘ୍ର ଟୀକାକରଣ ପାଇଁ ମଧ୍ୟ ଚାପ ବଢିବାରେ ଲାଗିଛି। କେବଳ ଏତିକି ନୁହେଁ, ଭ୍ୟାକ୍ସିନର ଦୁଇଟି ଡୋଜ୍ ମଧ୍ୟରେ ପାର୍ଥକ୍ୟର ଆବଶ୍ୟକତାରୁ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିଛି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦ୍ୱିତୀୟ ଡୋଜ ପୂର୍ବରୁ ସଂକ୍ରମଣ ହୋଇଛନ୍ତି ଏବଂ ଦ୍ୱିତୀୟ ଡୋଜକୁ ହରେଇଛନ୍ତି। ଏନେଇ ଟିକାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି।