Home Awareness ଓଡ଼ିଶାରେ ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଚିହ୍ନଟ, କରୋନା ରୋଗୀଙ୍କଠାରେ ଚିହ୍ନଟ ପରେ ବଢ଼ିଲା ଚିନ୍ତା

ଓଡ଼ିଶାରେ ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଚିହ୍ନଟ, କରୋନା ରୋଗୀଙ୍କଠାରେ ଚିହ୍ନଟ ପରେ ବଢ଼ିଲା ଚିନ୍ତା

105
0

ଭୁବନେଶ୍ୱର: ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌(Black Fungus) ରୋଗ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବା ଲୋକଙ୍କ ଠାରେ ଦେଖା ଦେଉଛି ବ୍ଲାକ୍‌ ଫଙ୍ଗସ୍। ମୁଖ୍ୟତଃ ଡାଇବେଟିସ୍, କ୍ୟାନସର୍‌, କିଡ୍‌ନୀ ଓ ହାର୍ଟ ସମସ୍ୟା ଥିବା କରୋନା ରୋଗୀ କରୋନାରେ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଛନ୍ତି।