Home Covid ୧୭ କୋଟି ଟିକା ଦେବାରେ ଭାରତ ବିଶ୍ବର ଦ୍ରୁତତମ ରାଷ୍ଟ୍ର

୧୭ କୋଟି ଟିକା ଦେବାରେ ଭାରତ ବିଶ୍ବର ଦ୍ରୁତତମ ରାଷ୍ଟ୍ର

129
0

ନୂଆଦିଲ୍ଲୀ: କୋଭିଡ୍‌ ଦ୍ବିତୀୟ ଲହର ସଂକ୍ରମଣ ଦ୍ବାରା ବିଶ୍ବର ସବୁଠୁ ଅଧିକ ଉପଦ୍ରୁତ ରାଷ୍ଟ୍ରର ଅପଯଶ ଆଦରିଥିବା ଭାରତ ଅନ୍ୟ ଏକ ଉପଲବ୍‌ଧି ପାଇଁ ଗୌରବାନ୍ବିତ ହୋଇଛି। ଦେଶବାସୀଙ୍କୁ ୧୭ କୋଟି ଟିକା ଦେବାରେ ଭାରତ ବିଶ୍ବର ଦ୍ରୁତତମ ରାଷ୍ଟ୍ର ହେବାର ବିରଳ କୀର୍ତ୍ତି ଅର୍ଜନ କରିଛି।