Home Covid କରୋନା ଗ୍ରାଫ୍ କମୁଛି, ହେଲେ ଚିନ୍ତା ବଢ଼ାଇଛି ମାରାତ୍ମକ ବ୍ଲାକ୍ ଫଙ୍ଗସ୍ ରୋଗ; ଓଡ଼ିଶାରେ ବି...

କରୋନା ଗ୍ରାଫ୍ କମୁଛି, ହେଲେ ଚିନ୍ତା ବଢ଼ାଇଛି ମାରାତ୍ମକ ବ୍ଲାକ୍ ଫଙ୍ଗସ୍ ରୋଗ; ଓଡ଼ିଶାରେ ବି ଚିହ୍ନଟ ହେଲା

130
0

ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ବୟସ ୭୧ ବର୍ଷ । ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଆଖି ଫୁଲିଥିଲା ଓ ନାକରୁ କଳା ପାଣି ବାହାରୁଥିଲା ।

ନୂଆ ଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ (Coronavirus) ଗ୍ରାଫ୍ କମୁଥିବା ବେଳେ ଏବେ ଚିନ୍ତା ବଢା଼ଇଛି ବ୍ଲାକ୍‌ ଫଙ୍ଗସ୍ (Black Fungus) ବା ମ୍ୟୁକୋରମାଇକୋସିସ୍ । କରୋନାରୁ ସୁସ୍ଥ ହେବା ପରେ କିଛି ଲୋକଙ୍କଠାରେ ଦେଖାଯାଉଛି ଏହି ମାରାତ୍ମକ ରୋଗର ଲକ୍ଷଣ ।