Home Covid ୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

138
0

ନୂଆଦିଲ୍ଲୀ:କରୋନାର ୨ୟ ଲହରକୁ ସାମ୍ନା କରିଥିବା ଦେଶବାସୀ ତୃତୀୟ ଲହରକୁ ନେଇ ଖୁବ ଭୟଭୀତ ହୋଇପଡିଛନ୍ତି। କାରଣ ଏଥର କରୋନା ଟାର୍ଗେଟରେ ରହିବେ ଶିଶୁ । ତେବେ ତୃତୀୟ ଲହର ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକ ଖୁସି ଖବର । ୨ରୁ ୧୮ ବର୍ଷ ମଧ୍ୟରେ ଥିବା ଶିଶୁ ଓ ନାବାଳକଙ୍କ ଉପରେ କରୋନା ଟିକାର ହେବ ଟ୍ରାଏଲ । ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ନିଷ୍ପତ୍ତି ହୋଇଛି ।