Home Covid ‌‌‌କୋଭିଡ୍‌ ସଂପର୍କରେ ବାରମ୍ବାର ପଚରା ଯାଉଥିବା କିଛି ପ୍ରଶ୍ନର ଉତ୍ତର

‌‌‌କୋଭିଡ୍‌ ସଂପର୍କରେ ବାରମ୍ବାର ପଚରା ଯାଉଥିବା କିଛି ପ୍ରଶ୍ନର ଉତ୍ତର

155
0

କରୋନାର ଦ୍ବିତୀୟ ଲହର ଏବେ ଭାରତରେ ଉଗ୍ରରୂପ ଧାରଣ କରିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଏବେ ବି ଅନେକଗୁଡ଼ିଏ ଦ୍ବନ୍ଦ୍ବ, ଶଙ୍କା ଜାରି ରହିଛି। ତାହାକୁ ଦୂର କରିବା ପାଇଁ ଏମ୍‌ସର ପୂର୍ବତନ ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ‘ଏମ୍‌ସ୨ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଏକ ପ୍ରଶ୍ନୋତ୍ତର ପ୍ରସ୍ତୁତ କରାଯାଇଛି। ଏହାକୁ ଲେଖିଛନ୍ତି, ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍‌ ଜୟା।