Home Covid ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ

ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ

170
0

ଭୁବନେଶ୍ୱର : ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ନିଲାମ ପାଇଁ ନିଗମ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ ବୈଠକ ବସିବ । ବୈଠକରେ, ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ । ୨୦ରୁ ୨୮ ତାରିଖ ମଧ୍ୟରେ ବିଡ୍ ସବମିସନ କରିପାରିବେ କମ୍ପାନୀ । ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କଂପାନୀ ଆବେଦନ କରିପାରିବେ ।