Home Covid ସପ୍ତାହାନ୍ତ ସଟଡାଉନ୍‌: ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ

ସପ୍ତାହାନ୍ତ ସଟଡାଉନ୍‌: ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ

104
0

ଭୁବନେଶ୍ୱର: ୨ ଦିନିଆ ସପ୍ତାହାନ୍ତ ସଟଡାଉନ୍‌ର ଶେଷ ଦିନ। ଆଜି ରବିବାର ତେଣୁ ଆଜି ସରିବ ସପ୍ତାହାନ୍ତ ସଟଡାଉନ୍‌। ରାଜ୍ୟରେ ଦୈନିକ ବଢିଚାଲିଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ୍‌ କରାଯାଇଛି। ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ ଗତ ୫ ତାରିଖରୁ ଚାଲିଥିବା ଲକଡାଉନ୍‌ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।