Home Covid ଏଣିକି ଗର୍ଭବତୀଙ୍କ ପାଇଁ ଡୋର ଷ୍ଟେପରେ ମିଳିବ ଟେଷ୍ଟିଂ ସୁବିଧା

ଏଣିକି ଗର୍ଭବତୀଙ୍କ ପାଇଁ ଡୋର ଷ୍ଟେପରେ ମିଳିବ ଟେଷ୍ଟିଂ ସୁବିଧା

135
0

ଭୁବନେଶ୍ୱର: ବିଏମସିର ଆଉ ଏକ ନୂଆ ପଦକ୍ଷେପ । ଏଣିକି ଗର୍ଭବତୀ ମହିଳାଙ୍କ ଘରକୁ ଯାଇ କରିବ କରୋନା ଟେଷ୍ଟିଂ । ପୂର୍ବରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ନେଇ ବିଏମସି ଘୋଷଣା କରିଥିବା ବେଳେ ସୋମବାର ଆଉ ଏକ ପଦକ୍ଷେପ ନେଇଛି ।