Home Covid ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କଫୋର୍ସ

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କଫୋର୍ସ

100
0

ଭୁବନେଶ୍ଵର ୧୮।୦୫: ବଢୁଥିବା କରୋନା ସଂକ୍ରମଣ ଏବଂ ଏହାର ଚେନକୁ ବ୍ରେକ୍ ଦେବା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ୨ ସପ୍ତାହ ବୃଦ୍ଧି ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପ୍ରତି ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଅକ୍ସିଜେନ୍ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି।