Home Covid ସଂକ୍ରମଣ କମିବା ପାଇଁ ଯାହା ପଦକ୍ଷେପ ନେବା କଥା ତୁରନ୍ତ ନିଅ: ମୁଖ୍ୟମନ୍ତ୍ରୀ

ସଂକ୍ରମଣ କମିବା ପାଇଁ ଯାହା ପଦକ୍ଷେପ ନେବା କଥା ତୁରନ୍ତ ନିଅ: ମୁଖ୍ୟମନ୍ତ୍ରୀ

96
0

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କୋଭିଡ୍ ସଂକ୍ରମଣ ସ୍ଥିତି । ଓଡ଼ିଶାରେ ସଂକ୍ରମଣ ମେ’ ୧୩ ତାରିଖରେ ସର୍ବାଧିକ ଥିଲା । ତାପରଠାରୁ ଏହା କମିବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧ ପ୍ରତିଶତ ଥିବା ବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଓ ଲକଡାଉନ୍ ପାଇଁ ଏହା ସମ୍ଭବପର ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।