Home Covid ଆଜି ସେଲ୍ ରାଉରକେଲା ଇସ୍ପାତ କାରଖାନରେ ୧୦୦ ଭେଣ୍ଟିଲେଟର ICU ବେଡ୍ ଉଦଘାଟନ

ଆଜି ସେଲ୍ ରାଉରକେଲା ଇସ୍ପାତ କାରଖାନରେ ୧୦୦ ଭେଣ୍ଟିଲେଟର ICU ବେଡ୍ ଉଦଘାଟନ

119
0

ଭୁବନେଶ୍ୱର: ଆଜି ସେଲ୍ ରାଉରକେଲା ଇସ୍ପାତ କାରଖାନାର “ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି” ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବାହ୍ନ ୧୧.୩୦ ସମୟରେ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୧ ମାର୍ଚ୍ଚ ୨୧ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆଇପିଜିଆଇ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶରେ ଉତ୍ସର୍ଗ କରାଯାଇଥିଲା ।