Home Covid କରୋନା ସଂକ୍ରମିତ ଚିହ୍ନଟ ପରେ ବଣ୍ଡା ଘାଟିରେ ଟିକାକରଣ ଆରମ୍ଭ

କରୋନା ସଂକ୍ରମିତ ଚିହ୍ନଟ ପରେ ବଣ୍ଡା ଘାଟିରେ ଟିକାକରଣ ଆରମ୍ଭ

127
0

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ କରୋନା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ବଣ୍ଡା ଘାଟିରେ ଲୋକଙ୍କ କରୋନା ଟେଷ୍ଟ କରାଯିବା ସହ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଯାଇ ଲୋକଙ୍କୁ ଟିକାଦାନ କରୁଛନ୍ତି ।