Home Covid ଜୁଲାଇରେ ଥମିବ କରୋନାର ଦ୍ୱିତୀୟ ଲହର, ୬ରୁ ୮ ମାସ ମଧ୍ୟରେ ଆସିବ ତୃତୀୟ ଲହର...

ଜୁଲାଇରେ ଥମିବ କରୋନାର ଦ୍ୱିତୀୟ ଲହର, ୬ରୁ ୮ ମାସ ମଧ୍ୟରେ ଆସିବ ତୃତୀୟ ଲହର : ସତର୍କ କରାଇଲେ ବୈଜ୍ଞାନିକ

176
0

ନୂଆଦିଲ୍ଲୀ, ୨୦।୦୫ : ଭାରତରେ କରୋନାର ଦ୍ୱିତୀୟ ଲହର ଜୁଲାଇ ମାସରେ କମିଯିବ । କିନ୍ତୁ ୬ରୁ ୮ ମାସ ପରେ ଆସିବ ତୃତୀୟ ଲହର । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟର ତିନି ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ କମିଟି ଏହି ଅନୁମାନ କରିଛି । ଏହାସହ ଭାରତ ସରକାରଙ୍କୁ ମଧ୍ୟ ସତର୍କ କରାଇଛି ।