Home Covid ଅଣ୍ଟା ଭିଡ଼ିଲା ପ୍ରଶାସନ, ୨୧ଟି ଗାଁରେ ହେଲା ଡୋର ଟୁ ଡୋର ସର୍ଭେ

ଅଣ୍ଟା ଭିଡ଼ିଲା ପ୍ରଶାସନ, ୨୧ଟି ଗାଁରେ ହେଲା ଡୋର ଟୁ ଡୋର ସର୍ଭେ

103
0

କୋରାପୁଟ: ଅଣ୍ଟା ଭିଡ଼ିଲା ପ୍ରଶାସନ । ଡଙ୍ଗରିଆ କନ୍ଧଙ୍କ ସୁରକ୍ଷାକୁ ନଜରରେ ରଖି ଆରମ୍ଭ କରିଛି ଡୋର ଟୁ ଡୋର ସର୍ଭେ। କିଛିଦିନ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତରେ ଥିବା ରାୟଗଡା ଜିଲ୍ଲାର ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କଠାରେ କରୋନା ପଜିଟିଭ୍ ଜଣା ପଡିଥିଲା।