Home Awareness ସାବଧାନ ! କାଶିଲେ ଅବା ଛିଙ୍କିଲେ କରୋନା ଭୂତାଣୁ ୧୦ ମିଟର ବ୍ୟାପିପାରେ..

ସାବଧାନ ! କାଶିଲେ ଅବା ଛିଙ୍କିଲେ କରୋନା ଭୂତାଣୁ ୧୦ ମିଟର ବ୍ୟାପିପାରେ..

101
0

ଅର୍ଗସ ବ୍ୟୁରୋ:  ଆଉ ରକ୍ଷା ନାହିଁ। ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ ସୂଚନା ଜାରି କରାଯାଇଛି। ଏଣିକି କାଶିଲେ ଅବା ଛିଙ୍କିଲେ କରୋନା ଭୂତାଣୁ ୧୦ ମିଟର ବ୍ୟାପିବାର ଆଶଙ୍କା ରହିଛି।  କରୋନା ଆକ୍ରାନ୍ତ ହୋଇଥିବା ରୋଗୀ ଯଦି କାଶନ୍ତି ଏବଂ ଛିଙ୍କନ୍ତି, ତେବେ ଏହା୧୦ ମିଟର ବ୍ୟାପିବାର ଆଶଙ୍କା ରହିଛି ବୋଲି ସୂଚନା ଦିଆଯାଇଛି।