Home Covid କରୋନା ଗୁଜବ; ଲୋକଙ୍କ ଭିତରେ ଟେଷ୍ଟିଂ ଭୟ

କରୋନା ଗୁଜବ; ଲୋକଙ୍କ ଭିତରେ ଟେଷ୍ଟିଂ ଭୟ

130
0

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁରାଙ୍ଗିଆରେ କରୋନାକୁ ନେଇ ନାନା ଗୁଜବ ପ୍ରଚାର ହେବାରେ ଲାଗିଛି। ଏଥିରେ ପ୍ରଭାବିତ ହୋଇ ଲୋକେ କରୋନା ଟେଷ୍ଟିଂ କରିବାକୁ ମନା କରୁଛନ୍ତି। ଟେଷ୍ଟିଂ କଲେ ସେମାନଙ୍କୁ ଦୂରକୁ ନେଇ ତାଙ୍କ କିଡନି ଓ ଆଖି ତାଡ଼ିନେବା ଭଳି ଗୁଜବ ଶୁଣିବାକୁ ମିଳୁଛି । ଏଥିପାଇଁ ଲୋକେ ଭୟଭୀତ ହୋଇ ଟେଷ୍ଟିଂ କରୁନାହାନ୍ତି। ଗାଁର ଅନେକ ଲୋକଙ୍କୁ ଜ୍ୱର ହୋ‍ଇଥିଲେ ବି ଟେଷ୍ଟିଂ କରୁନାହାନ୍ତି ।