Home Covid କରୋନା ହୋଇନଥିଲେ ବି ହୋଇପାରେ ବ୍ଲାକ ଫଙ୍ଗସ୍ : ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

କରୋନା ହୋଇନଥିଲେ ବି ହୋଇପାରେ ବ୍ଲାକ ଫଙ୍ଗସ୍ : ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

98
0

ନୂଆଦିଲ୍ଲୀ ୨୪/୫ : କରୋନା ସଂକ୍ରମଣ ସାଙ୍ଗକୁ ଭାରତରେ ବର୍ତ୍ତମାନ ‘ମ୍ୟୁକୋର ମାଇକୋସିସ୍’ ଅର୍ଥାତ୍ ବ୍ଲାକ୍ ଫଙ୍ଗସ୍ ମହାମାରୀ ଆତଙ୍କ ସୃଷ୍ଟି କରିଛି । ଏହି ସମୟରେ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ କରୋନା ସଂକ୍ରମିତ ହୋଇନଥିବା ଲୋକଙ୍କୁ ବି ହୋଇପାରେ ବ୍ଲାକ୍ ଫଙ୍ଗସ୍ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସୁଗାର କିମ୍ୱା କିଡନୀ କିମ୍ବା ହୃଦ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ହେବାର ଆଶଙ୍କା ଅଧିକ ରହିଛି ।