Home Awareness ୩୦୦ ବର୍ଷ ପୂର୍ବେ ଆସିଥିଲା କରୋନା ପରି ମହାମାରୀ, ୨୮୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ...

୩୦୦ ବର୍ଷ ପୂର୍ବେ ଆସିଥିଲା କରୋନା ପରି ମହାମାରୀ, ୨୮୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ହୋଇଥିଲା ଶେଷ

671
0

ନୂଆଦିଲ୍ଲୀ ୨୪/୫: ସାରା ବିଶ୍ୱ ପାଇଁ ଘୋର ବିପଦ ସୃଷ୍ଟି କରିଛି କରୋନା ମହାମାରୀ । ଏହି ମହାମାରୀ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ତାହା ନୁହେଁ ଯେ ମହାମାରୀ ମାନବଜାତି ପାଇଁ ଏକ ସଙ୍କଟରେ ପରିଣତ ହେବ । ପୂର୍ବରୁ ମଧ୍ୟ ପୃଥିବୀରେ ମଣିଷମାନେ ସମାନ ପ୍ରକାରର ଭୟଙ୍କର ମହାମାରୀ ସହ ଲଢେଇ କରିଛନ୍ତି ।