Home Covid ଏବେ Black Fungus ଚିକିତ୍ସା ହେବା ସହଜ,ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଆବଣ୍ଟିତ...

ଏବେ Black Fungus ଚିକିତ୍ସା ହେବା ସହଜ,ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଆବଣ୍ଟିତ ହେଲା ଔଷଧ

118
0

ନୂଆଦିଲ୍ଲୀ ୨୫।୫: କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହରରେ ଯାହା ସବୁଠୁ ଅଧିକ ଚିନ୍ତାଜନକ ତାହା ହେଉଛି ବ୍ଲାକ୍‌ ଫଙ୍ଗସ ସଂକ୍ରମଣ। ତେବେ ପରିସ୍ଥିତିର ମୁକାବିଲା ଲାଗି ସରକାର ଏଥିପାଇଁ ଜରୁରି ଔଷଧ Amphotericin- B ସବୁ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଛି। ଏହା ପୂର୍ବରୁ ମେ ୨୧ ତାରିଖ ଦିନ ମଧ୍ୟ ଏହି ଔଷଧର ୨୩ ହଜାର ୬୮୦ ସିସି ଆବଣ୍ଟିତ ହୋଇଥିଲା।