Home Covid ଏଇ ସହରରେ ୧୦ ହଜାରରୁ ଅଧିକ ଶିଶୁ ବାହାରିଲେ ପଜିଟିଭ: ଆସିଲା କି କରୋନାର ତୃତୀୟ...

ଏଇ ସହରରେ ୧୦ ହଜାରରୁ ଅଧିକ ଶିଶୁ ବାହାରିଲେ ପଜିଟିଭ: ଆସିଲା କି କରୋନାର ତୃତୀୟ ଲହର ?

132
0

ଜୟପୁର; କରୋନାର ଦ୍ଵିତୀୟ ଲହର ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ହେଲେ ଏବେଠାରୁ ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କୁହାଯାଉଛି, କରୋନାର ତୃତୀୟ ଳହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ । ହେଲେ ଏବେ ଏମିତି ସ୍ଥିତି ସୃଷ୍ଟି ହୋଇଛି ଦେଖିଲେ ଲାଗୁଛି ଯେମିତି ଚାଲି ଆସିଲା କି କରୋନାର ତୃତୀୟ ଲହର ?