Home Covid କରୋନା ମୁକାବିଲା : ୫ ହଜାର 2-DG ପ୍ୟାକେଟ୍ ଅର୍ଡର କଲା ଓଡିଶା

କରୋନା ମୁକାବିଲା : ୫ ହଜାର 2-DG ପ୍ୟାକେଟ୍ ଅର୍ଡର କଲା ଓଡିଶା

162
0

ଭୁବନେଶ୍ୱର, ୨୯/୫ କରୋନା ମୁକାବିଲା ପାଇଁ ଭାରତୀୟ ବଜାରକୁ ଆସିସାରିଛି ସଞ୍ଜିବନୀ । ଡିଆରଡିଓ ଓ ଡ. ରେଡ୍ଡି ଲ୍ୟାବ୍ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ସଞ୍ଜିବନୀକୁ ଅର୍ଡର ଦେଇଛି ଓଡିଶା । ୫ ହଜାର ପ୍ୟାକେଟ୍ ପାଇଁ ଓଡିଶା ସରକାର ଅର୍ଡର ଦେଇଛନ୍ତି ।