Home Covid ” କରୋନା ହାରିବ, ଦେଶ ଜିତିବ “

” କରୋନା ହାରିବ, ଦେଶ ଜିତିବ “

102
0

ଅର୍ଗସ ବ୍ୟୁରୋ: କରୋନା ହାରିବ, ଦେଶ ଜିତିବ । ୨ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଟ୍ୱିଟ୍ କରି କହିଛନ୍ତି, ଭାରତ ଲଗାତର କରୋନା ବିରୋଧୀ ଯୁଦ୍ଧରେ ବିଜୟ ଆଡକୁ ଆଗକୁ ବଢୁଛି । କରୋନା ଯୋଦ୍ଧା ଓ ଆମ ସମସ୍ତଙ୍କ ପାଇଁ ଏହା ଉତ୍ସାହର କଥା । ଦେଶବାସୀଙ୍କ ମିଳିତ ଉଦ୍ୟମ ସଫଳ ହେଉଛି । ଗତ ୨୯ ଦିନରେ ଆକ୍ଟିଭ୍ କେସ୍ ୩୭ ପ୍ରତିଶତ କମ୍ ହୋଇଛି । ଯାହାକି ଆମ ଉତ୍ସାହକୁ ଅଧିକ ବୃଦ୍ଧି କରିଛି ବୋଲି କହିଛନ୍ତି, ଡକ୍ଟର ହର୍ଷବର୍ଦ୍ଧନ ।