Home Covid ରାଜ୍ୟରେ ବଢିବ କି ଲକ୍‌ଡାଉନ୍‌ ? ସଂଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍‌

ରାଜ୍ୟରେ ବଢିବ କି ଲକ୍‌ଡାଉନ୍‌ ? ସଂଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍‌

126
0

ଭୁବନେଶ୍ୱର ୩୦।୦୫: ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ରବିବାର ଦିନ ସଂଧ୍ୟା ୬.୩୦ରେ କରୋନା ଜନିତ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସୋମବାର ଦିନ ଶେଷ ହେଉଛି । ତେଣୁ ଲକ୍‌ଡାଉନ୍‌ କି କରୋନା ସ୍ଥିତି ନେଇ କିଛି ବି ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।