Home Covid IIC କରୁଛନ୍ତି କରୋନା ସଚେତନତା : ଗୀତ ଗାଇ ଲୋକଙ୍କୁ ସୁରକ୍ଷିତ ରହିବାକୁ ଦେଉଛନ୍ତି ପରାମର୍ଶ

IIC କରୁଛନ୍ତି କରୋନା ସଚେତନତା : ଗୀତ ଗାଇ ଲୋକଙ୍କୁ ସୁରକ୍ଷିତ ରହିବାକୁ ଦେଉଛନ୍ତି ପରାମର୍ଶ

207
0

ଆନନ୍ଦପୁର ୩୦/୫: କରୋନା କାଳରେ ନିଆରା ସଚେତନତା । ଗୀତ ଗାଇ କରୋନା ସଚେତନତା କରୁଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା IIC ବନ୍ଦନା ପାତ୍ର । ତାଙ୍କ ଗାଇଥିବା ଗୀତ ଏବେ ସ୍ଥାନୀୟ ଅଞ୍ଚଳରେ ବେସ୍ ଆଦୃତ ହୋଇଛି । କରୋନାର ଭୟାବହତାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ।