Home Covid ବଢୁଛି ସୁସ୍ଥତା ହାର, ରାଜ୍ୟରେ ଆଜି ମୋଟ 11 ହଜାର 881 ଆକ୍ରାନ୍ତ ହେଲେ...

ବଢୁଛି ସୁସ୍ଥତା ହାର, ରାଜ୍ୟରେ ଆଜି ମୋଟ 11 ହଜାର 881 ଆକ୍ରାନ୍ତ ହେଲେ ସୁସ୍ଥ

130
0

ଭୁବନେଶ୍ୱର: ରାଜ୍ୟରେ ଆଜି 11 ହଜାର 881 ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟରେ ସଂକ୍ରମଣ ତୁଳନାରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।