Home Covid ମେ’ ମାସ ଘାତକ ଥିଲା, ଜୁନରେ ସେପରି ହେବନି-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ମେ’ ମାସ ଘାତକ ଥିଲା, ଜୁନରେ ସେପରି ହେବନି-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

130
0

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବ ଖେଳାଇଥିବାବେଳେ ଏବେ ଏହାର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମେ’ ମାସରେ କରୋନା ସଂକ୍ରମଣ ପିକ୍‌ରେ ଥିଲା। ଏଠାରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବାବେଳେ ଶେଷ ସପ୍ତାହ ଆଡକୁ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।