Home Covid ଓଡିଶାରେ ଦ୍ରୁତ ଗତିରେ ବଢୁନି ସଂକ୍ରମଣ, ଡାଉନ୍ ଟ୍ରେଣ୍ଡରେ ଅଛି କରୋନା ସ୍ଥିତି

ଓଡିଶାରେ ଦ୍ରୁତ ଗତିରେ ବଢୁନି ସଂକ୍ରମଣ, ଡାଉନ୍ ଟ୍ରେଣ୍ଡରେ ଅଛି କରୋନା ସ୍ଥିତି

127
0

ଭୁବନେଶ୍ୱର,୦୧/୦୬: ରାପିଡ୍ ଭାବେ ବଢ଼ୁନି କରୋନା ସଂକ୍ରମଣ । ବର୍ତ୍ତମାନ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ରହୁଛି । ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି । ମାତ୍ର ପଜିଟିଭ ଡ଼ବଲିଙ୍ଗ ହେଉନି ଏବେ ଡାଉନ ଟ୍ରେଣ୍ଡ ଦେଖାଉଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।