Home Covid ଖୁସି ଖବର; ରାଜ୍ୟରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି, ଏହାଦ୍ୱାରା ଟ୍ରମ୍ପ ହୋଇଥିଲେ ସୁସ୍ଥ

ଖୁସି ଖବର; ରାଜ୍ୟରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି, ଏହାଦ୍ୱାରା ଟ୍ରମ୍ପ ହୋଇଥିଲେ ସୁସ୍ଥ

111
0
Doctor's hand with medical glove and a test tube

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି । ଗତ ମେ’ ମାସରେ ଏହି ଚିକିତ୍ସାକୁ ଭାରତରେ ଅନୁମତି ମିଳିଥିଲା ।