Home Covid କରୋନାର ତୃତୀୟ ଲହର ମୁକାବିଲା ପ୍ରସ୍ତୁତି, ତିନୋଟି ଦିଗ ଉପରେ ରହିବ ନଜର

କରୋନାର ତୃତୀୟ ଲହର ମୁକାବିଲା ପ୍ରସ୍ତୁତି, ତିନୋଟି ଦିଗ ଉପରେ ରହିବ ନଜର

183
0

ଭୁବନେଶ୍ୱର ୦୩।୦୬: କରୋନାର ତୃତୀୟ ଲହରୀ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ । ଗୋଟିଏ ହେଲା କୋଭିଡ ନିୟମକୁ ମାନିବା, ଦ୍ୱିତୀୟଟି ହେଲା ଟୀକା କରଣ ଓ ତୃତୀୟଟି ହେଲା ଭାଇରସ ପରିବର୍ତ୍ତନ ରୂପ । ଏଥିରେ କେବଳ ଶିଶୁ ନୁହେଁ ଅନ୍ୟମାନେ ବି ସଂକ୍ରମିତ ହେବେ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା ।