Home Covid ଲକଡାଉନ୍ ପାଇଁ କମିଛି ପ୍ରଦୂଷଣ, ସବୁଜ ଓ ସୁନ୍ଦର ହୋଇ ଉଠିଛି ପରିବେଶ

ଲକଡାଉନ୍ ପାଇଁ କମିଛି ପ୍ରଦୂଷଣ, ସବୁଜ ଓ ସୁନ୍ଦର ହୋଇ ଉଠିଛି ପରିବେଶ

132
0

ମାଲକାନଗିରି ୦୫।୦୬: ସାରା ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଶନିବାର ଓ ରବିବାର ସମ୍ପୂର୍ଣ ସଟ୍ ଡାଉନ୍ ରହିଛି। ଏହା ଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି ସତ କିନ୍ତୁ ଅନେକ ମାତ୍ରାରେ ସକାରାତ୍ମକ ପ୍ରବାହ ପଡ଼ିଛି ପରିବେଶ ଉପରେ। ପ୍ରଦୂଷଣ ମୁକ୍ତ ହୋଇଛି ଗାଁ ଠୁ ସହର । ଚେଇଁ ଉଠିଛି ସବୁଜିମା।