Home Covid ୯ରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍

୯ରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍

167
0

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍ । ସେହି ଦିନ ସକାଳ ସାଢ଼େ ୧୧ଟା ସମୟରେ ପ୍ରାଇସ ବିଡ୍ ଖୋଲିବ ବୋଲି ନିଷ୍ପତି ହୋଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟ ପ୍ରଥମେ ଫେଲ୍ ମାରିବା ପରେ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟିବା ଦାବି ସହ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ମଂଚକୁ ଆଣିବାର ପ୍ରୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।