Home Covid କରୋନାକୁ ନେଇ କେତେ ସଚେତନ ଲୋଧା ସମ୍ପ୍ରଦାୟର ଆଦିବାସୀ?

କରୋନାକୁ ନେଇ କେତେ ସଚେତନ ଲୋଧା ସମ୍ପ୍ରଦାୟର ଆଦିବାସୀ?

131
0

ମୟୁରଭଞ୍ଜ: ଲୋଧା ସଂପ୍ରଦାୟର ଆଦିମ ଜନଜାତିଙ୍କ କଥା ଶୁଣିଲେ ଏବେବି ଅନେକ ଡରନ୍ତି। କାରଣ ସେମାନେ ହାତରେ ରହିଥାଏ ମାରଣସ୍ତ୍ର। ହେଲେ ସମୟ ଅନୁଯାୟୀ, ଏମାନଙ୍କ ଜୀବନ ଶୈଳୀ ବଦଳିଛି। କିଛି ଲୋଧା ଜନଜାତି ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଉପାନ୍ତ ଅଞ୍ଚଳ ଚେମଚେଟାରେ ବସବାସ କରୁଛନ୍ତି। ହେଲେ ଅନ୍ୟ ଆଦିବାସୀଙ୍କ ପରି ସରକାରଙ୍କ ସୁବିଧା ସୁଯୋଗ ଏମାନଙ୍କ ପାଖରେ ଅପହଞ୍ଚ। ଶିକ୍ଷା ସ୍ୱାସ୍ଥ୍ୟ ଭଳିି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏମାନେ ।