Home Covid ଭାରତକୁ ସାହାଯ୍ୟର ହାତ ବଢାଇଲେ କାନାଡାର ଅନେକ କମ୍ପାନୀ, ପ୍ରଦାନ କଲେ ୩୫୪ କୋଟି ଟଙ୍କା

ଭାରତକୁ ସାହାଯ୍ୟର ହାତ ବଢାଇଲେ କାନାଡାର ଅନେକ କମ୍ପାନୀ, ପ୍ରଦାନ କଲେ ୩୫୪ କୋଟି ଟଙ୍କା

102
0

ନୂଆଦିଲ୍ଲୀ, ୦୬/୦୬: ଭାରତରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରଦିନିଦ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାସହ ହଜାର ହଜାର ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଉଛନ୍ତି । ଏହି ସମୟରେ ଅନେକ ଦେଶ ଭାରତକୁ କରୋନା ଲଢେଇରେ ସହଯୋଗ କରୁଛନ୍ତି । ବିଭିନ୍ନ ସାହାଯ୍ୟ ଓ ସହାୟତା ମଧ୍ୟ ଯୋଗାଉ ଦେଉଛନ୍ତି । କାନାଡାର କମ୍ପାନୀ ସମୁହ ଭାରତକୁ ୩୫୪ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ।