Home Covid ନୟାଗଡରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ, ସେପଟେ ୨ ଦିନ ସଟ୍‌ଡାଉନ୍ ପରେ ବଜାରରେ...

ନୟାଗଡରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ, ସେପଟେ ୨ ଦିନ ସଟ୍‌ଡାଉନ୍ ପରେ ବଜାରରେ ପ୍ରବଳ ଭିଡ

135
0

ନୟାଗଡ ୭।୬: ସୋମବାରଠାରୁ ନୟାଗଡ ମ୍ୟୁନିସିପାଲିଟିରେ ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବ୍ରଜେନ୍ଦ୍ର ହାଇସ୍କୁଲଠାରେ ୨୦୦ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏହି ଟିକା ନେବା ପାଇଁ ପୂର୍ବରୁ ରେଜିଷ୍ଟ୍ରେସନ୍‌ କରିଥିବା ଲୋକମାନେ ରବିବାର ସନ୍ଧ୍ୟାରେ ସ୍ଲଟ୍‌ ବୁକିଙ୍ଗ୍‌ କରିଥିଲେ । ମାତ୍ର ୧୦ ମିନିଟ୍‌ରେ ୨୦୦ ଲୋକଙ୍କର ସ୍ଲଟ୍ ବୁକିଂ ଶେଷ ହୋଇଯାଇଥିଲା ।