Home Covid ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ କାହିଁକି ବ୍ରେକ୍ ଲାଗୁନି? ଜାଣନ୍ତୁ

ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ କାହିଁକି ବ୍ରେକ୍ ଲାଗୁନି? ଜାଣନ୍ତୁ

102
0

ଭୁବନେଶ୍ୱର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି। ଟେଷ୍ଟ ପଜେଟିଭିଟି ରେଟ ବି କମୁଛି। ଆଉ ୭ ରୁ ୮ ଦିନ ଭିତରେ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ବହୁତ ରହିଛି ଓ ସଂକ୍ରମଣ ହାର ୫ପ୍ରତିଶତ ତଳକୁ ଆସି ଯାଇ ପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ବର୍ତ୍ତମାନ ୬୩ ପ୍ରତିଶତ ଆଇସିୟୁ ଓ ୬୨ ପ୍ରତିଶତ ଭେଣ୍ଟିଲେଟର ଫିଲଫ ଅଛି। ମାତ୍ର ଜେନେରାଲ ବେଡ଼ ଖାଲି ରହିଛି। ପୂର୍ବ କେସ ଯୋଗୁ କମ୍ପିଲେକେସି ବଢ଼ୁଛି, ଯେଉଁଥି ପାଇଁ ଆଉ କିଛି ଦିନ ଏମିତି ମୃତ୍ୟୁ ସଂଖ୍ୟା ରହିବ ବୋଲି ସେ ସୂଚନା ଦେଇଛନ୍ତି ।