Home Covid ଦୁଇ ଡୋଜ୍ କରୋନା ଟିକା ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୫% ଡିସ୍‌କାଉଣ୍ଟ୍‌

ଦୁଇ ଡୋଜ୍ କରୋନା ଟିକା ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୫% ଡିସ୍‌କାଉଣ୍ଟ୍‌

164
0

ବ୍ରହ୍ମପୁର: କରୋନା ଟିକାକରଣ ପାଇଁ ନିଆରା ସଚେତନତା। ଦୁଇ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତି ଗ୍ରୋସରୀ, କପଡ଼ା କିମ୍ବା ହୋଟେଲ୍‌ରୁ ଖାଇବା ଅର୍ଡର କଲେ ସେମାନଙ୍କୁ ୫% ଡିସ୍‌କାଉଣ୍ଟ୍‌ ମିଳିବ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହି ନିଆରା ସଚେତନତା ଦେଖିବାକୁ ମିଳିଛି। ଏନେଇ ହିଞ୍ଜିଳିକଟୁ ମ୍ୟୁନିସିପାଲଟି ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି ।