Home Awareness ଦ୍ବିତୀୟ ଭଳି ତୃତୀୟ ଲହର ଘାତକ ହେବ କି ? ଜାଣନ୍ତୁ ବିଶେଷଜ୍ଞଙ୍କ ଜବାବ

ଦ୍ବିତୀୟ ଭଳି ତୃତୀୟ ଲହର ଘାତକ ହେବ କି ? ଜାଣନ୍ତୁ ବିଶେଷଜ୍ଞଙ୍କ ଜବାବ

130
0

ନୂଆଦିଲ୍ଲୀ ୯/୬: କରୋନାର ଦ୍ବିତୀୟ ଲହର ତାଣ୍ଡବ ରଚି ଧିରେ ଧିରେ ଅପସରି ଯିବାକୁ ଥିବା ବେଳେ ଏବେ ତୃତୀୟ ଲହର ଆଶଙ୍କା ଭୟ ବଢ଼ାଇଦେଇଛି। ଦ୍ବିତୀୟ ଲହର ଭଳି ତୃତୀୟ ଲହର ଘାତକ ହେବ କି ? ଏନେଇ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ତୃତୀୟ ଲହର ପିଲାମାନଙ୍କ ପାଇଁ ଘାତକ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ଏହାକୁ ନେଇ ଭାରତୀୟ ବୈଷୟିକ ଶିକ୍ଷା ସଂସ୍ଥାନ (ଆଇଆଇଟି) ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ପ୍ରଭାବ କମ ରହିପାରେ ।