Home Awareness ଏଣିକି CoWIN ପୋର୍ଟାଲରେ ସାବଧାନର ସହ କରନ୍ତୁ ସର୍ଚ୍ଚ, ନହେଲେ…

ଏଣିକି CoWIN ପୋର୍ଟାଲରେ ସାବଧାନର ସହ କରନ୍ତୁ ସର୍ଚ୍ଚ, ନହେଲେ…

145
0

ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଟିକାକରଣ ପାଇଁ ଲୋକମାନେ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରୁଛନ୍ତି। ଯଦି ଆପଣ CoWIN ପ୍ଲାଟ୍‌ଫର୍ମରେ କିଛି ସର୍ଚ୍ଚ କରୁଛନ୍ତି, ତା’ହେଲେ ସାବଧାନର ସହ ସର୍ଚ୍ଚ କରନ୍ତୁ। ନହେଲେ ୨୪ ଘଣ୍ଟା ପାଇଁ ଆପଣଙ୍କ ଆକାଉଣ୍ଟ୍‌ ବ୍ଲକ୍‌ ହୋଇପାରେ ।