Home Covid ଖୁବ୍ ଶୀଘ୍ର ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ

ଖୁବ୍ ଶୀଘ୍ର ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ

102
0

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜାତୀୟ ସ୍ତରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । କରୋନା ସଂକ୍ରମଣର ଘନତ୍ୱ ଜାଣିବାକୁ ପୁଣି ହେବ ହେବ ଜାତୀୟ ସେରୋ ସର୍ଭେ । ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ ଏନେଇ ସୂଚନା ଦେଇଛନ୍ତି । ଭୂତାଣୁ କେତେ ଲୋକଙ୍କୁ ଛୁଇଁଲାଣି ଜାଣିବାକୁ ହେଲେ ସେରୋ ସର୍ଭେ ଆରମ୍ଭ କରିବାକୁ ହେବ ବୋଲି ସେ କହିଛନ୍ତି । ରାଜ୍ୟମାନେ ମଧ୍ୟ ସେରୋ ସର୍ଭେ କରିବା ଉଚିତ୍ ବୋଲି କହିଛନ୍ତି ଡାକ୍ତର ପଲ୍ ।