Home Awareness ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ: ଭିକେ ପଲ୍

ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ: ଭିକେ ପଲ୍

113
0

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଆମେରିକା ମନା କରି ଦେବା ପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଆମ ଦେଶରେ କୋଭାକ୍ସିନର ବ୍ୟବହାର ଜାରି ରହିବ ଡକ୍ଟର ପଲ୍ କହିଛନ୍ତି, ଆମେରିକାର ନିିଷ୍ପତ୍ତିକୁ ଆମେ ସମ୍ମାନ ଦେଉଛୁ। ସବୁ ଦେଶର ରେଗୁଲେଟୋରି ବ୍ୟବସ୍ଥାରେ କିଛି ସମାନତା ଥାଏ, କିଛି ପାର୍ଥକ୍ୟ ମଧ୍ୟ ଥାଏ ।