Home Awareness ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ

ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ

136
0
  • ରାଜଧାନୀରେ ବଦଳିବ କରୋନା ଟିକାକରଣ ସମୟ
  • ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ
  • ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ
  • ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି ସଂକ୍ରମଣ କମୁଛି, ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ। ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ। ତେବେ ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ଏନେଇ ବିଏମ୍‌ସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।