Home Covid ସୁଧୁରୁଛି ସ୍ଥିତି, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ କରୋନା ନିୟନ୍ତ୍ରଣକୁ ଆସୁଛି

ସୁଧୁରୁଛି ସ୍ଥିତି, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ କରୋନା ନିୟନ୍ତ୍ରଣକୁ ଆସୁଛି

159
0

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ ଏବେ ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୯୧ ହଜାର ୭୯୬ ।