Home Covid ଅନଲକ୍ ୫ : କାଲିଠୁ ରାଜଧାନୀରେ ଖୋଲିବ ଜିମ୍ ଓ ଫିଟନେସ୍ ସେଣ୍ଟର, ବିବାହ ଉତ୍ସବରେ...

ଅନଲକ୍ ୫ : କାଲିଠୁ ରାଜଧାନୀରେ ଖୋଲିବ ଜିମ୍ ଓ ଫିଟନେସ୍ ସେଣ୍ଟର, ବିବାହ ଉତ୍ସବରେ ୫୦ଜଣଙ୍କୁ ଅନୁମତ

147
0

ନୂଆଦିଲ୍ଲୀ ୨୭/୬: କୋଭିଡର ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଲକଡାଉନକୁ କୋହଳ କରାଯାଉଛି । ଦିଲ୍ଲୀରେ କ୍ରମାଗତ ଭାବେ ହ୍ରାସ ହେଉଥିବା କରୋନା ସଂକ୍ରମଣକୁ ଧ୍ୟାନରେ ରଖି ଆଉ କିଛି କୋହଳ କରିବାକୁ ନିଷ୍ପତ୍ତି ହୋଇଛି । କାଲିଠୁ ରାଜଧାନୀରେ ଖୋଲାଯିବ ଫିଟନେସ୍ ସେଣ୍ଟର, ଜିମ୍ ଏବଂ ଯୋଗ କେନ୍ଦ୍ର । ଏହାସହ ଭୋଜି ପାଇଁ ହଲ୍, ବିବାହ ହଲ୍, ହୋଟେଲରେ ବିବାହ କରିବାକୁ ଅନୁମତି ଦିଆଯିବ ।