Home Awareness ଦେଶରେ ଚାଲିଥିବା ଟିକାକରଣରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ, ଅଧିକାରୀଙ୍କୁ କହିଲେ- ଟେଷ୍ଟିଂ ପ୍ରମୁଖ ଅସ୍ତ୍ର, ଧିମା ନହେଉ...

ଦେଶରେ ଚାଲିଥିବା ଟିକାକରଣରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ, ଅଧିକାରୀଙ୍କୁ କହିଲେ- ଟେଷ୍ଟିଂ ପ୍ରମୁଖ ଅସ୍ତ୍ର, ଧିମା ନହେଉ ଗତି

131
0

ନୂଆଦିଲ୍ଲୀ ୨୬/୬: କରୋନା ବିରୋଧୀ ଲଢ଼େଇ ଜାରି ରହିଥିବା ବେଳେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଚାଲିଥିବା ଟିକାକରଣ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଏବଂ ନୀତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡାକ୍ତର ଭିକେ ପଲ୍‌ ମଧ୍ୟ ଉପସ୍ଥତ ଥିଲେ। ଦେଶରେ ବର୍ତ୍ତମାନ କରୋନା ଟିକାକରଣ ସ୍ଥିତିକୁ ନେଇ ଉପସ୍ଥିତ ଅଧିକାରୀ ପ୍ରେଜେଣ୍ଟେସନ୍‌ ଦେଇଥିଲେ ।