Home Covid ମହଙ୍ଗା ପଡିଲା ମାସ୍କ ମୁକ୍ତ ତତ୍ପରତା : ଡେଲଟା ଭାରିଆଣ୍ଟ ପାଇଁ ଇସ୍ରୋ, ଅଷ୍ଟ୍ରେଲିଆ ଏବଂ...

ମହଙ୍ଗା ପଡିଲା ମାସ୍କ ମୁକ୍ତ ତତ୍ପରତା : ଡେଲଟା ଭାରିଆଣ୍ଟ ପାଇଁ ଇସ୍ରୋ, ଅଷ୍ଟ୍ରେଲିଆ ଏବଂ ଫିଜିରେ ବଢିଲା କରୋନା ସଂକ୍ରମଣ

98
0

ନୂଆଦିଲ୍ଲୀ ୨୮/୬ : ‘ଅନଲକ୍’ ପରେ କିଛି ଦେଶ ମାସ୍କ ମୁକ୍ତ ହେବା ସେମାନଙ୍କ ପାଇଁ ସାବ୍ୟସ୍ତ ହୋଇଛି ମହଙ୍ଗା । ମାସ୍କ ମୁକ୍ତ ହେବା ଦ୍ୱାରା ଏବେ ବିଭିନ୍ନ ଦେଶରେ ପୁଣି ଦେଖାଦେଇଛି ମହାମାରୀରର ଆତଙ୍କ । SARS-Cov-2 ଭୂତାଣୁର ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ଏଠାରେ ବିପଦ ବଢାଇଛି । ଫଳରେ ପୁଣି ଥରେ ଇସ୍ରାଏଲ୍, ଅଷ୍ଟ୍ରେଲିଆ ଏବଂ ଫିଜିରେ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି କିଲର ଭାଇରସ ।