Home Covid ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି,ଲୋକମାନେ ଢ଼ିଲା ନ ହୁଅନ୍ତୁ

ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି,ଲୋକମାନେ ଢ଼ିଲା ନ ହୁଅନ୍ତୁ

209
0

ଭୁବନେଶ୍ୱର: ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି । ଲୋକମାନେ ଢିଲା ହୁଅନ୍ତୁ ନାହିଁ । ଯେଉଁ ଷ୍ଟ୍ରାଟେଜିରେ କାମ କରୁଥିଲେ ସେହି ଷ୍ଟ୍ରାଟେଜିକୁ ଆଉ କିଛି ଦିନ ଚାଲୁ ରଖିବାକୁ ପଡିବ । ସାମଗ୍ରିକ ଭାବେ ଓଡ଼ିଶାର ସ୍ଥିତିରେ ସୁଧାର ଆସୁଛି । ପ୍ରତିଦିନର ସଂକ୍ରମଣ କମିଛି, ଆକ୍ଟିଭ କେସ୍ ସଂଖ୍ୟା କମିଛି । ହସ୍ପିଟାଲାଇଜ ପେସେଣ୍ଟଙ୍କ ସଂଖ୍ୟା ବି କମିଛି ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ।