Home Covid କରୋନା ଭାଇରସର ଡେଲଟା ଭାରିଆଣ୍ଟ ସଂକ୍ରମଣ ବିସ୍ତାର କରିବାର ଆଶଙ୍କା ଅଧିକ !

କରୋନା ଭାଇରସର ଡେଲଟା ଭାରିଆଣ୍ଟ ସଂକ୍ରମଣ ବିସ୍ତାର କରିବାର ଆଶଙ୍କା ଅଧିକ !

132
0

ନୂଆଦିଲ୍ଲୀ ୨/୭ : କରୋନା ଭାଇରସର ଡେଲଟା ଭାରିଆଣ୍ଟ ଦୁନିଆର ଅନେକ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ବର୍ତ୍ତମାନ ଏହି ବିଷୟରେ ଏକ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି । ସର୍ଭେରୁ ଜଣାପଡିଛି ଯେ, ଏହି ପ୍ରକାରଟି ଭାରିଆଣ୍ଟ ଆଲଫା ଭାରିଆଣ୍ଟ ଅପେକ୍ଷା ୬୦ପ୍ରତିଶତ ଅଧିକ ସଂକ୍ରାମକ ଅଟେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ଭାରିଆଣ୍ଟରୁ ସଂକ୍ରମଣ ବିସ୍ତାର ହେବାର ଅଧିକ ବିପଦ ରହିଛି ।